ଆଜିର ଖବର ବିଶ୍ୱକପ୍ ରେ ବଢିପାରେ ଇଂଲଣ୍ଡର ସମସ୍ୟା, ଇନହେଲର୍ ବ୍ୟବହାର କରୁଥିବା ଦେଖାଗଲେ ଷ୍ଟୋକ୍ସ ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍ ଦଳ ବିଶ୍ୱକପ୍ ରେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଦଳ ଚାରୋଟି ମ୍ୟାଚ୍ ଖେଳି କେବଳ ଗୋଟିଏ ରେ ଜିତିଛି।…