ଆଜିର ଖବର ବିଜେପିରେ ଯୋଗ ଦେଲେ ପୂର୍ବତନ ଅକାଳୀ ଦଳ ବିଧାୟକ ଅମରପାଲ ସିଂ ବୋନି ଅଜନାଲା ଚଣ୍ଡିଗଡ: ଆଜି ଅଜନାଲାର ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟକ ଅମରପାଲ ସିଂ ବୋନି ଅଜନାଲାର ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ସେ ଅକାଳୀ ଦଳ ଛାଡିଥିଲେ।…