ଆଜିର ଖବର ଆସନ୍ତାକାଲି ଅମିତ ଶାହଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଦୁଇଦିନ ଧରି ସେ ଇନଭେଷ୍ଟ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେଇ ପୁଂଜି ଆଣିବାକୁ ପ୍ରୟାସ କରିଛନ୍ତି।…