ଆଜିର ଖବର ଅମିତ ସାହାଙ୍କ ଓଡିଶା ଗସ୍ତ ପୁଣି ଥରେ ବାତିଲ, ଚତୁର୍ଥ ଥର ପାଇଁ ହେଲା ସ୍ଥଗିତ ଭୁବନେଶ୍ୱର: ପୁଣିଥରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଛି। ଏହି ସୂଚନା ଓଡିଶା ବିଜେପି ତରଫରୁ ଦିଆଯାଇଛି। କାରଣରେ କୁହାଯାଇଛି ଯେ, ଆରବ ସାଗରରେ…