ଅପରାଧ ଗୋଟିଏ ପରିବାରର ଦୁଇ ପିଲାଙ୍କ ସମେତ ୬ ମୃତଦେହ ଉଦ୍ଧାର: ପୋଲିସ ଜବତ କଲା ଆତ୍ମହତ୍ୟା ନୋଟ ଅମ୍ବାଲା: ହରିୟାଣାର ଅମ୍ବାଲାର ବଲାନା ଗ୍ରାମରେ ଆଜି ସକାଳେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରୁ ପୋଲିସ ଆତ୍ମହତ୍ୟା ନୋଟ ଉଦ୍ଧାର କରିଛନ୍ତି।…