ଅମ୍ଳଜାନ ଅଭାବ

ତିରୁପତି: ଅମ୍ଳଜାନ ଅଭାବରୁ ଆନ୍ଧ୍ରପ୍ରଦେଶର ତିରୁପତି ସରକାରୀ ହସ୍ପିଟାଲରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଚିତ୍ତୁରର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।…