ଆଜିର ଖବର ଏନସିପିରେ ବିଦ୍ରୋହ ପରେ ସଙ୍କଟରେ ମୁଖ୍ୟମନ୍ତ୍ରୀ, ଅଯୋଗ୍ୟତା ନେଇ ସୁପ୍ରିମକୋର୍ଟରେ ହେଲା ଆବେଦନ ନୂଆଦିଲ୍ଲୀ: ଏନସିପିରେ ବିଦ୍ରୋହ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବିଧାନସଭାରୁ ଅଯୋଗ୍ୟତା ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। ଉଦ୍ଧବ ଠାକରେଙ୍କ ଶିବସେନା ନେତା…