ଆଜିର ଖବର ହୃଦଘାତରେ ଆଖି ବୁଝିଲେ ବିଜେପି ବିଧାୟକ ଅରବିନ୍ଦ ଗିରି, ମୁଖ୍ୟମନ୍ତ୍ରୀଙ୍କ ଶୋକ ଲକ୍ଷ୍ମୀପୁର ଖେରୀ: ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନରୁ ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପୀଡ଼ିତ ହେବା…