ଆଜିର ଖବର ମହିଳା ସାଂସଦଙ୍କୁ ଏସିଡ ଆକ୍ରମଣ ଧମକ: ଶିବସେନା ସାଂସଦଙ୍କ ଉପରେ ଆଣିଲେ ଅଭିଯୋଗ ନୂଆଦିଲ୍ଲୀ: ଲୋକସଭାରେ ଜଣେ ମହିଳା ସାଂସଦଙ୍କୁ ଶିବସେନା ସାଂସଦ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଶିବସେନା ସାଂସଦ ଅରବିନ୍ଦ ସାବନ୍ତଙ୍କ…