ଅନ୍ତରାଷ୍ଟ୍ରୀୟ ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଭାରତୀୟ ବଂଶଜ ଅରୁଣା, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି ନୂଆଦିଲ୍ଲୀ: ଭାରତୀୟ ବଂଶଜ ଅରୁଣା ମିଲର ଆମେରିକାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ପ୍ରବାସୀ ହୋଇ ମେରିଲାଣ୍ଡରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦବୀରେ ଅବସ୍ଥାପିତ ହୋଇଛନ୍ତି। ନଭେମ୍ବର…