ଆଜିର ଖବର ରାମାୟଣ ଧାରାବାହିକର ରାମ ଅରୁଣ ଗୋଭିଲ୍ ଆଜି ବିଜେପିରେ ହେଲେ ସାମିଲ ନୂଆଦିଲ୍ଲୀ, ରାମାନନ୍ଦ ସାଗରଙ୍କ ନିର୍ମିତ ଲୋକପ୍ରିୟ ଧାରାବାହିକ ରାମାୟଣର ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବିଜେପିରେ ଯୋଗଦେଇଛନ୍ତି। ସେ ବିଜେପିର ବରିଷ୍ଠ ନେତା ଅରୁଣ…