ଆଜିର ଖବର ଆସନ୍ତା 24 ତାରିଖ ଯାଏଁ ରାଜ୍ୟରେ ବର୍ଷା : 2 ଜିଲ୍ଲାକୁ ଅରେଞ୍ଜ ଓ 8ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଓ୍ବେଲ୍ମାର୍କରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି…