ଆଜିର ଖବର ବହୁଦିନ ନିରବତା ପରେ ମୁହଁ ଖୋଲିଲେ ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ୍, ବିଜେଡି ନେତାଙ୍କୁ ଦେଲେ ସବୁ ଦୋଷ ଭୁବନେଶ୍ବର: ବହୁଦିନ ନିରବତା ପରେ ଆଜି ମୁହଁ ଖୋଲିଛନ୍ତି ଚର୍ଚ୍ଚିତ ମହିଳା ଅର୍ଚ୍ଚନା ନାଗ। ଆଜି ସାମ୍ବାଦିକ ସମ୍ମିଳନୀ କରେ ସେ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି।…