ଆଜିର ଖବର ଅର୍ଥ ଠକେଇ ଅଭିଯୋଗରେ ଯୁବକ ଗିରଫ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟରାପଲୀ ଗ୍ରାମର ନନ୍ଦ କିଶୋର ଗୌଡ ନାମକ ଜଣେ ଯୁବକ କୁ ମାମଲା ନଂ ୩୨୫/୨୫ ଅନୁଯାୟୀ…