ଆଜିର ଖବର ଏହି ରାଶିର ବ୍ୟକ୍ତିମାନେ ଶୁକ୍ରବାର ଦିନ ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ ସିଂହ:– ଅର୍ଥ ସମ୍ବନ୍ଧୀୟ ଯେ କୈଣସି ପ୍ରସଙ୍ଗରେ ସମସ୍ୟା ଉପୁଜିପାରେ, ତେଣୁ ଚାକିରୀ ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ବିବାଦ ମଧ୍ୟ ହୋଇପାରେ।…