ଆଜିର ଖବର ‘ଦଶନ୍ଧି ଧରି କ୍ଷମତାର କେନ୍ଦ୍ରରେ ରହିବ ବିଜେପି’: ପି.କେଙ୍କ ଏହି ବିବୃତ୍ତିକୁ ଟାର୍ଗେଟ କଲେ ଅଲକା ଲାମ୍ବା ନୂଆଦିଲ୍ଲୀ: ଜଣାଶୁଣା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବକ୍ତବ୍ୟକୁ ନେଇ ଦିଲ୍ଲୀ କଂଗ୍ରେସ ନେତା ଅଲକା ଲାମ୍ବା ପ୍ରତିକ୍ରିୟା ରଖିଛନ୍ତି। ଭାରତୀୟ ଜନତା ପାର୍ଟି ବହୁ ଦଶନ୍ଧି…