ଆଜିର ଖବର ବାଣପୁର ଅଲାଇଡିହ ଛକରେ ଗଣ୍ଡଗୋଳ: ମାରଣାସ୍ତ୍ରରେ କାନ କାଟିଲେ ଆକ୍ରମଣକାରି ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି।…