ବିଶେଷ ଖବର ରିଲାଏନ୍ସ ଜିଓ ଘୋଷଣା କଲା ନୂଆ “ଅଲ-ଇନ-ୱାନ ପ୍ଲାନ”; ଜାଣି ନିଅନ୍ତୁ ମାତ୍ର 199 ଟଙ୍କାରେ କଣ ରହିଛି ସୁବିଧା ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 4/12: ବିଶ୍ୱର ସର୍ବବୃହତ ମୋବାଇଲ ଡାଟା ଅପରେଟର ଜିଓ ପକ୍ଷରୁ ଆଜି ନୂତନ ଅଲ-ଇନ-ୱାନ ପ୍ଲାନ ସମୂହ ଘୋଷଣା କରାଯାଇଛି। ଜିଓ ଗ୍ରାହକମାନଙ୍କୁ…