ଆଜିର ଖବର ଆଉ ଜଣେ ଲଶ୍କର ଆତଙ୍କବାଦୀଙ୍କ ହେବ ଫାଶୀ, ଜାଣନ୍ତୁ ସେ କିଏ ଏବଂ କେଉଁଠି କରିଥିଲା ଆକ୍ରମଣ ନୂଆଦିଲ୍ଲୀ: ୨୦୦୦ ମସିହାରେ ଲାଲ କିଲ୍ଲା ଉପରେ ହୋଇଥିବା ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲଶ୍କର-ଇ-ତୋଇବା ଆତଙ୍କବାଦୀ ଆଶଫାକଙ୍କୁ ଫାଶୀ ଦିଆଯିବ। ବାସ୍ତବରେ ସୁପ୍ରିମକୋର୍ଟ ଆତଙ୍କବାଦୀ ଅଶଫାକଙ୍କ…