ଅନ୍ତରାଷ୍ଟ୍ରୀୟ ପୁଣି ଭାରତୀୟ ଖେଳାଳିଙ୍କୁ ଅପଶବ୍ଦ: ୱାସିଙ୍ଗଟନ ଏବଂ ସିରାଜଙ୍କୁ ଟାର୍ଗେଟ କଲେ ଅଷ୍ଟ୍ରେଲିଆ ଦର୍ଶକ ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ…