ଅନ୍ତରାଷ୍ଟ୍ରୀୟ ଦିବା-ରାତ୍ରି ଟେଷ୍ଟରେ ଇତିହାସ ରଚିଲେ ସ୍ମୃତି ମନ୍ଧାନା: ଅଷ୍ଟ୍ରେଲିଆ ମହିଳା ଟିମ ବିରୋଧରେ ମାରିଲେ ଶତକ ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ଦିନିକିଆ ଟେଷ୍ଟରେ ଶତକ…