ଅନ୍ତରାଷ୍ଟ୍ରୀୟ ପାକିସ୍ତାନର ପୂର୍ବତନ ଅମ୍ପାୟର ଅସଦ ରଉଫଙ୍କ ଦେହାନ୍ତ: ଲାହୋରରେ ଚଳାଉଥିଲେ ଦୋକାନ ନୂଆଦିଲ୍ଲୀ: ଗତକାଲି ପାକିସ୍ତାନର ପୂର୍ବତନ ଅମ୍ପାୟର ଅସଦ ରଉଫଙ୍କ ଦେହାନ୍ତ ହୋଇଛି। ସେ ଲାହୋରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ତାହିର ରଉଫ କହିଛନ୍ତି…