ଆଜିର ଖବର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ: ଆହୁରି ୩ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ ଭୁବନେଶ୍ଵର: ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକାଞ୍ଚଳରେ କାଳବୈଶାଖୀ ଜାରି ରହିଛି।…