ଆଜିର ଖବର ଅନ୍ଧକାରମୟ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ଅସୁରକ୍ଷିତ ଜନତା, ନିଦ୍ରାରେ ବ୍ଲକ ପ୍ରଶାସନ ସୀତାରାମ ଅଗ୍ରୱାଲ ଚିଲିକା: ସହର ଏବଂ ଗ୍ରାମାଞ୍ଚଳର ରାସ୍ତାପାର୍ଶ୍ୱ ଆଲୋକିକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।…