ଅନ୍ତରାଷ୍ଟ୍ରୀୟ ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କଲା ଋଷ, ଭାରତୀୟମାନଙ୍କୁ ଉଦ୍ଧାର କରିବାରେ ହେବ ସହାୟ ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭଲ ଖବର ମିଳିଛି। ସାମୟିକ ଅସ୍ତ୍ରବିରତି ପାଇଁ ଋଷ ଘୋଷଣା କରିଛି। ଭାରତ ସମୟ ଅନୁଯାୟୀ ୧୧…