ଆଜିର ଖବର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନଙ୍କ କଡା ଜବାବରେ ଟଳିଲେ ୮ ପାକିସ୍ଥାନୀ ସୈନ୍ୟ ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କିରାନ ସେକ୍ଟରରେ ଆଜି ପୁଣି ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ ପ୍ରଚୁର…