ଆଜିର ଖବର ଆଇଆଇଟି କାନପୁର, ଆଇଆଇଏସ କାନପୁର, ହାଲ୍ ଏବଂ ଡାସଲ୍ଟ ଏୟାରକ୍ରାଫ୍ଟ ସର୍ଭିସେସ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ଆଜି ନୂଆଦିଲ୍ଲୀ ଠାରେ ଆଇଆଇଏସ କାନପୁର ସହ ଆଇଆଇଟି…