ଆଜିର ଖବର ନୌସେନା ଦିବସ ପାଳନ ପାଇଁ ସମୁଦ୍ର ଭିତରେ ୧୫ରୁ ଉର୍ଦ୍ଧ୍ବ ଯୁଦ୍ଧ ଜାହାଜ ପୁରୀ: ପୁରୀରେ ନୌସେନା ଦିବସ ପାଳନ ଉପଲକ୍ଷେ ସମୁଦ୍ର ଭିତରେ ୧୫ରୁ ଅଧିକ ଯୁଦ୍ଧ ଜାହାଜ। ଆଇଏନଏସ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସତପୁରା,…