ଆଜିର ଖବର “ତୁରନ୍ତ ମୁଖ୍ୟ ସଚିବଙ୍କୁ ନିଲମ୍ବନ କରନ୍ତୁ”: ଉପ-ରାଜ୍ୟପାଳଙ୍କ ନିକଟକୁ ରିପୋର୍ଟ ପଠାଇଲେ କେଜ୍ରିୱାଲ ସରକାର ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ ଉପରେ ଆଇଏଲବିଏସ୍ ହସ୍ପିଟାଲର ଦୁର୍ନୀତି ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଦୁର୍ନୀତି ଅଭିଯୋଗକୁ ଉପ-ରାଜ୍ୟପାଳର ଭି.କେ ସକ୍ସେନାଙ୍କ…