ଆଜିର ଖବର ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା: ଏକାଠି ହେଲେ ୧୭ ଷ୍ଟାର୍ଟଅପ୍ ଭୁବନେଶ୍ୱର: ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଦ୍ୱାରା ପ୍ରତିଷ୍ଠିତ ଇନ୍କ୍ୟୁବେଟର ଦ୍ୱାରା ଆଜି ଏକ ଷ୍ଟାର୍ଟଅପ୍ କ୍ୟାରିୟର ମେଳା ଅନୁଷ୍ଠିତ…