ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ଆଇଟିଆଇ ର କମ୍ପୁଟର ବିଭାଗର ଜୈନିକା ଛାତ୍ରୀଙ୍କ ମୃତ୍ୟୁ ହୋଥିବା ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଛାତ୍ରୀ ଜଣକ ଗୁରୁତର ଅସୁସ୍ଥ ଅନୁଭବ ପରେ ତାଙ୍କୁ ତାଙ୍କୁ ଚିକିତ୍ସା ନିମନ୍ତେ ଅନୁଷ୍ଠାନ କର୍ତ୍ତୁପକ୍ଷ ଚିକିତ୍ସା ନିମନ୍ତେ ବଡ଼ ଡ଼ାକ୍ତରଖାନାକୁ ନେଇ ଥିଲେ। କିନ୍ତୁ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ବୋଲି ଅନୁସନ୍ଧାନରୁ ଜଣାପଡିଛି ଓ ଆଇଟିଆଇ କର୍ତ୍ତୁପକ୍ଷ ପରିବାର ଲୋକଙ୍କୁ ଅପେକ୍ଷା କରିଛନ୍ତି।
Categories