ଅପରାଧ ଆଇଟିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସର ବଡ ଚଢାଉ, ସାତଟି ସ୍ଥାନରେ ଚାଲିଛି ଛାନଭିନ୍ନ ଭୁବନେଶ୍ବର: ଆଜି ସକାଳେ ଓଡିଶା ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ବଣେଇର ପ୍ରକଳ୍ପ ପ୍ରଶାସକ, ଶ୍ରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଛି। ସାତଟି ସ୍ଥାନରେ ଏହି ଚଢାଉ…