ଆଞ୍ଚଳିକ ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ଓକିଲଙ୍କୁ ମିଳିଲା ନିଯୁକ୍ତି ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ…