ଆଜିର ଖବର ଆଜିଠାରୁ ଇ-ନିଲାମ: ଏହି କମ୍ପାନୀଗୁଡିକ ମଧ୍ୟରୁ କିଏ କିଣିବ ଆଇପିଏଲ୍ ମିଡିଆ ଅଧିକାର ନୂଆଦିଲ୍ଲୀ: ଆସନ୍ତା ପାଞ୍ଚ ବର୍ଷ ପାଇଁ ଆଇପିଏଲ୍ ମିଡିଆ ଅଧିକାର ପାଇଁ ଇ-ନିଲାମ ଆଜିଠାରୁ ଆରମ୍ଭ ହେଉଛି। ଜୁନ୍ ୧୨ ତାରିଖରେ ବିଜେତା ଘୋଷିତ ହେବ ବୋଲି…