ଅପରାଧ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ପହଞ୍ଚିଲେ ଧୋନି: ୧୦୦ କୋଟି ମାଗିଲେ କ୍ଷତିପୂରଣ ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଜଣେ ଆଇପିଏସ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି। ଏଠାରେ ସେ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅବମାନନା ଆବେଦନ…