ରାଜ୍ୟ ଖବର ନୂଆବର୍ଷ ଉପଲକ୍ଷେ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ଉପହାର, ୧୯ ଅଧିକାରୀଙ୍କ ପଦୋନ୍ନତି ଭୁବନେଶ୍ୱର: ନୂତନ ବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଆଜି ଓଡିଶା କ୍ୟାଡରର ୧୯ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ…