ଆଜିର ଖବର ସେମିଏକ୍ସ-କଷ୍ଟମାଇଜ୍ଡ ପାୱାର ସେମିକଣ୍ଡକ୍ଟର ଉତ୍ପାଦ ବିକଶିତ କରିବା ପାଇଁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର: ଭାରତରେ ପାୱାର ସେମିକଣ୍ଡକ୍ଟର ଡିଭାଇସ୍ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସେମିଏକ୍ସ – ଆଇଆଇଟି ବମ୍ବେ, ଆଇଆଇଟି ଭୁବନେଶ୍ୱର ଏବଂ…