ଆଜିର ଖବର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୧୦୬ ଥର ହୋଇଛନ୍ତି ମୁହାଁମୁହିଁ, ଜାଣନ୍ତୁ କିଏ ଜିତିଛି କେତେ ଥର ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଆଇସିସି ଟ୍ରଫି ଅର୍ଥାତ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟାଇଟଲ୍ ଜିତିବା ପାଇଁ ପଡିଆକୁ ଓହ୍ଲାଇବେ। ଉଭୟଙ୍କ ମଧ୍ୟରେ ଟାଇଟଲ୍…