ଆଜିର ଖବର ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ଜାଣନ୍ତୁ ଚାମ୍ପିୟନ ଦଳକୁ କେତେ ମିଳିବ ନୂଆଦିଲ୍ଲୀ: ଆଇସିସି ODI ବିଶ୍ୱକପ-୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଏଥି ସହିତ ଆଇସିସି ବିଶ୍ୱକପ୍ର ପୁରସ୍କାର ରାଶି ଘୋଷଣା କରିଛି। ବାସ୍ତବରେ, ବିଶ୍ୱକପ ଜିତୁଥିବା…