ଆଜିର ଖବର ପୁନଃ ଉଦ୍ଧାର ହୋଇପାରୁନି ଶାଳିଆ ଡ୍ୟାମ: ସଠିକ୍ ଭାବେ ଖର୍ଚ୍ଚ ହୋଇପାରୁନି କେନାଲ ସଫା ପାଇଁ ଆସିଥିବା ଅନୁଦାନ ବେଗୁନିଆପଡା/ବାଣପୁର (ଟୁକୁନା ପ୍ରଧାନ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର। ଖୋର୍ଦ୍ଧା ଜିଲ୍ଲାର ଆରମ୍ଭ…