ଆଜିର ଖବର ଜୋଶ୍ ବଟଲରଙ୍କ ସହ ବିବାଦ ଘଟଣା: ନିଲମ୍ବିତ ହୋଇପାରନ୍ତି ବିରାଟ କୋହଲୀ ନୂଆଦିଲ୍ଲୀ: ଅନ୍ତିମ ଟି-୨୦ରେ ଇଂଲଣ୍ଡର ଜୋଶ୍ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ଗଣମାଧ୍ୟମ ଏବଂ ଖେଳାପ୍ରେମୀଙ୍କ ମଧ୍ୟରେ…