ଆଜିର ଖବର କଟକରେ ଆଉ 16 କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା 264କୁ ବୃଦ୍ଧି କଟକ, କଟକ ମହାନଗର ଅଞ୍ଚଳରେ ଆଜି ଆଉ 16 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 8 ଜଣ ଲୋକାଲ କଣ୍ଟାକ୍ଟ…