ଆଜିର ଖବର ଆଗାମୀ ୭ ଦିନ ପାଇଁ ରେଳବାଇର ସଂରକ୍ଷଣ ବ୍ୟବସ୍ଥା ଦିନକୁ ୬ ଘଣ୍ଟା ବନ୍ଦ ରହିବ, ଜାଣନ୍ତୁ ଏହାର କାରଣ ନୂଆଦିଲ୍ଲୀ: ରେଳବାଇର ପାସେଞ୍ଜର ସଂରକ୍ଷଣ ବ୍ୟବସ୍ଥା ଆସନ୍ତା ସାତ ଦିନ ମଧ୍ୟରେ ପ୍ରତିଦିନ ୬ ଘଣ୍ଟା ବନ୍ଦ ରହିବ। ରେଳ ମନ୍ତ୍ରଣାଳୟ କହିଛି ଯେ, କରୋନା ପରେ…