ଅପରାଧ ଆଙ୍କୁଲି ଓଭରବ୍ରିଜ୍ ଉପରେ ବଡ଼ ଧରଣର ଲୁଟ୍: ବୃଦ୍ଧଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ୍ ଉପରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗଞ୍ଜୁ…