ଅନ୍ତରାଷ୍ଟ୍ରୀୟ ଆଜାଦୀ ମାର୍ଚ୍ଚ ବେଳେ ଗୁଳି ବିନିମୟ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆହତ ନୂଆଦିଲ୍ଲୀ: ପାକିସ୍ତାନର ଗୁଜରାନୱାଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଜାଦୀ ମାର୍ଚ୍ଚରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ପୋଲିସ ଦ୍ୱାରା କରାଯାଇଥିବା ଜଣାପଡିଛି। ଏଥିରେ ୫ ଜଣ…