ରାଜ୍ୟ ଖବର ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ ପୁରୀ: ଆଜିଠାରୁ ଆରମ୍ଭ ହେଉଛି ପଞ୍ଚୁକ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ। ପଞ୍ଚୁକ ତିଥିରେ…