ଆଜିର ଖବର ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ କରାଗଲା ଅବସ୍ଥାନ, ଅପେକ୍ଷା…. ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ…