ଆଜିର ଖବର ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ଵର: ଏନସିଇଆରଟି ପାଠ୍ୟପୁସ୍ତକରୁ ଓଡିଶାର ପାଇକ ବିଦ୍ରୋହ ଭଳି ଆଞ୍ଚଳିକ ବିପ୍ଳବକୁ ବାଦ ଦିଆଯାଇଥିବା ଅଭିଯୋଗକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିତ୍ତିହୀନ ଏବଂ ଅସତ୍ୟ…