ଆଜିର ଖବର ଜନ୍ମବେଦୀରେ ତିନିଠାକୁର, ଆଜିଠାରୁ ଆଡପ ମଣ୍ଡପ ଦର୍ଶନ ପୁରୀ: ତିନିଦିନର ପଥକ୍ଲାନ୍ତ ପରେ ଗତକାଲି ତିନିଠାକୁର ଆଡପ ମଣ୍ଡପ ବିଜେ କରିଛନ୍ତି। ରଥଯାତ୍ରା ଦିନ ରଥରେ ଠାକୁର ଦର୍ଶନ ଦେଇଥିଲେ। ଏହାପରେ ବୁଧବାରଦିନ ତିନି ରଥକୁ…