ଆଜିର ଖବର ବୃଦ୍ଧି ପାଇବାରେ ଲାଗିଛି ‘ଗଦର ୨’ର ଆଡଭାନ୍ସ ବୁକିଂ, ରେକର୍ଡ ଭାଙ୍ଗିବ ସନ୍ନି ଦେଓଲଙ୍କ ଫିଲ୍ମ! ନୂଆଦିଲ୍ଲୀ: ଦର୍ଶକମାନେ ୨୨ ବର୍ଷ ଧରି ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଯାହା ବର୍ତ୍ତମାନ ଏହି ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି।…